ହାତୀ ଉଦ୍ଧାର ବେଳେ ଅଘଟଣ : ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

ଯୁବ ସାମ୍ବାଦିକଙ୍କର ଅକାଳ ବିୟୋଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ କଟକ : ମୁଣ୍ଡଳି ନିକଟରେ ମହାନଦୀରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଉଥିବା ଓଡ୍ରାଫ ଟିମର ବୋଟ ଓଲଟିବା ଘଟଣାରେ ଯୁବସାମ୍ବାଦିକ ଅରିନ୍ଦମ ଦାସଙ୍କର ଅକାଳ ବି‌ୟୋଗ ଘଟିଛି। ଏହି ଘଟଣା ରାଜ୍ୟର ଗଣମାଧ୍ୟମ ମହଲରେ ଶୋକର ଛାୟା ଖେଳାଇ ଦେଇଛି।ସୂଚନା ଅନୁସାରେ, ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟଟି ପାଣିର ପ୍ରଖର ସ୍ରୋତରେ ଖସିପଡ଼ିଥିଲା। ଫଳରେ … Continue reading ହାତୀ ଉଦ୍ଧାର ବେଳେ ଅଘଟଣ : ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ